ମୀନାଲଙ୍କ ଦାବା ମାତ୍ର ଅଢ଼େଇ ଘଣ୍ଟାରେ ହେବ କରୋନା ଟେଷ୍ଟ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ବିଶ୍ୱରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରିଚାଲିଥିବା ବେଳେ ଏହାକୁ ରୋକିବାରେ କୌଣସି  ଦେଶ ସଫଳ ହୋଇପାରିନାହିଁ । ଏହା ମଧ୍ୟରେ ଏକ ଖୁସି ଖବର ଆସିଛି । ଭାରତର ଜଣେ ମହିଳା ଏଭଳି ଦାବି କରିଛନ୍ତି ।

ସେ କହିଛନ୍ତି ମାତ୍ର ଅଢ଼େଇ ଘଣ୍ଟାରେ କରୋନା ପରୀକ୍ଷା ହୋଇପାରିବ । ଭାରତରେ ତିଆରି ହେଉଛି କରୋନା ଟେଷ୍ଟ କିଟ୍ । ଭାଇରୋଲଜିଷ୍ଟ ମୀନାଲ୍ ଭୋସଲେ ଏହା ଦାବି କରିଛନ୍ତି । ତାଙ୍କର ଏହି ଦାବି ପରେ  ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି।

Leave a comment