ଓଡ଼ିଶା ପାଇଁ ୫୯ ଜଣିଆ ପ୍ରଚାର କମିଟି ତାଲିକା ପ୍ରକାଶ କଲା କଂଗ୍ରେସ

ଓଡ଼ିଶା ପାଇଁ ୫୯ ଜଣିଆ କଂଗ୍ରେସ ପ୍ରଚାର କମିଟି ତାଲିକା ପ୍ରକାଶ ପାଇଛି । ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ନବଜ୍ୟୋତି ପଟ୍ଟନାୟକ କମିଟି ଉପାଧ୍ୟକ୍ଷ ହୋଇଛନ୍ତି । କମିଟିରେ ଶରତ ରାଉତ, ନରସିଂହ ମିଶ୍ର, କେ.ପି. ସିଂଦେଓ, ନିରଞ୍ଜନ ପଟ୍ଟନାୟକ, କାହ୍ନୁ ଚରଣ ଲେଙ୍କା, ଶ୍ରୀକାନ୍ତ ଜେନା, ଗିରିଧ ଗମାଙ୍ଗ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ସଦସ୍ୟ ଅଛନ୍ତି ।