ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ-ନବୀନ ଯୋଜନାକୁ ନେଇ ବିଜେପିର ଟାର୍ଗେଟ

0

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ-ନବୀନ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ମୁଖ୍ୟମନ୍ତ୍ରୀ ବିଜେଡିର ଟ୍ରମ୍ପ କାର୍ଡ ବୋଲି କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ଏବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା ସବୁଥିରେ ବିଫଳ ହୋଇଛନ୍ତି ତେଣୁ କାର୍ଡକୁ ବଦଳାଇ ଖେଳିଲେ ଲୋକେ ବିଶ୍ୱାସ କରିବେ ବୋଲି ଭାବୁଥିବା କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ ।

ଆଜି ରାଜ୍ୟରେ ‘ବିଏସକେୱାଇ-ନବୀନ କାର୍ଡ’ର ଶୁଭାରମ୍ଭ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ରାଜ୍ୟର ୯୦ ପ୍ରତିଶତ ଲୋକ ହେବେ ଉପକୃତ ହେବେ ବୋଲି କୁହାଯାଇଛି ।

Leave a comment