ବିଜେଡ଼ି ପ୍ରକାଶିତ ପ୍ରଥମ ପର୍ଯ୍ୟାୟ ତାଲିକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ି ଘୋଷଣା କରିଥିବା ପ୍ରଥମ ପର୍ଯ୍ୟାୟର ୯ଲୋକସଭା ଓ ୫୪ ବିଧାନସଭା ପ୍ରାର୍ଥୀଙ୍କ ନାମ ଓ ସ୍ଥାନ:
ଲୋକସଭା
କଳାହାଣ୍ଡି-ପୁଷ୍ପେନ୍ଦ୍ର ସିଂହଦେଓ
ନବରଙ୍ଗପୁର- ରମେଶ ମାଝି
ବ୍ରହ୍ମପୁର-ଚନ୍ଦ୍ରଶେଖର ସାହୁ
କୋରାପୁଟ-କୌଶଲ୍ୟା ହିକକା
ବରଗଡ଼- ପ୍ରସନ୍ନ ଆଚାର୍ଯ୍ୟ
ଆସିକା- ଶ୍ରୀମତୀ ପ୍ରମିଳା ବିଷୋୟୀ
ବଲାଙ୍ଗିର- କଳିକେଶ ନାରାୟଣ ସିଂହଦେଓ
କନ୍ଧମାଳ-ଅଚ୍ୟୁତ ସାମନ୍ତ
ସୁନ୍ଦରଗଡ଼-ସୁନିତା ବିଶ୍ୱାଳ
ବିଧାନସଭା
ନୂଆପଡ଼ା-ରାଜେନ୍ଦ୍ର ଢ଼ୋଲକିଆ
ଖରିଆର- ଲମ୍ବୋଧର ନିଆଲ
ଲାଞ୍ଜିଗଡ଼-
ଜୁନାଗଡ଼- ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ଼- ମହୋଷଧୀ ବାଗ
ଭବାନୀପାଟଣା- ଦୁଷ୍ମନ୍ତ ନାଏକ
ନର୍ଲା- ଭୂପିନ୍ଦର ସିଂ
ଉମରକୋଟ- ସୁବାସ ଗଣ୍ଡ
ଝରିଗାଁ-
ନବରଙ୍ଗପୁର-ସଦାଶିବ ପ୍ରଧାନ
ଡାବୁଗାଁ- ମନୋହର ରନ୍ଧାରୀ
କୋଟପାଡ଼-ପଦ୍ମୀନି ଡିଆନ
ମାଲାକାନଗିରି-
ଚିତ୍ରକୋଣ୍ଡା-ପୂର୍ଣ୍ଣଚନ୍ଦ୍ର ସାକା
ଛତ୍ରପୁର- ସୁବାଶ ଚନ୍ଦ୍ର ବେହେରା
ଗୋପଳପୁର-ଡାକ୍ତର ପ୍ରଦୀପ ପାଣିଗ୍ରାହୀ
ବହ୍ମପୁର- ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡି- ସୂର୍ଯ୍ୟନାରାୟଣ ପାତ୍ର
ଚିକିଟି-ଉଷା ଦେବୀ
ମୋହନା-ପୂର୍ଣ୍ଣବାସୀ ନାୟକ
ପାରଲାଖେମୁଣ୍ଡି- କଲ୍ୟାଣୀ ଗଜପତି
ଗୁଣପୁର- ରଘୁନାଥ ଗମାଙ୍ଗ
ବିଷମକଟକ-ଜଗନ୍ନାଥ ସାରକା
ରାୟଗଡ଼ା- ଲାଲବିହାରୀ ହିମିରିକା
ଲକ୍ଷ୍ମୀପୁର- ପ୍ରଭୁ ଜାନୀ
ଜୟପୁର-ରବିନାରାୟଣ ନନ୍ଦ
କୋରାପୁଟ-ରଘୁରାମ ପାଡାଲ
ପଟାଙ୍ଗୀ-
ପଦ୍ମପୁର-ବିଜୟରଂଜନ ସିଂ ବରିଆ
ବିଜେପୁର- ନବୀନ ପଟ୍ଟନାୟକ
ବରଗଡ଼-ଦେବେଶା ଆଚାର୍ଯ୍ୟ
ଅତାବିରା-ସ୍ନେହାଗିନି ଛୁରିଆ
ଭଟଲି-ସୁଶାନ୍ତ ସିଂହ
ବ୍ରଜରାଜନଗର-
ଝାରସୁଗୁଡ଼ା-ନବକିଶୋର ଦାସ
ତଳସରା-ଷ୍ଟିଫେନ ସୋରେନ
ସୁନ୍ଦରଗଡ଼- ଯୋଗେଶ କୁମାର ସିଂ
ବୀରମିତ୍ରପୁର-
ରଘୁନାଥପଲ୍ଲୀ- ସୁବ୍ରତ ତରାଇ
ରାଉରକେଲା- ସାରଦା ପ୍ରସାଦ ନାୟକ
ରାଜଗାଙ୍ଗପୁର-ମଙ୍ଗଳା କିଶାନ
ବଣାଇ-ରଂଜିତ କିଶାନ
ବୀରମହାରାଜପୁର-ପଦ୍ମନାଭ ବେହେରା
ସୋନପୁର-ନିରଂଜନ ପୁଜାରୀ
ଲୋଇସିଂହା-
ପାଟଣାଗଡ଼-ସରୋଜ ମେହେର
ବଲାଙ୍ଗିର-
ଟିଟିଲାଗଡ଼-ଟୁକୁନି ସାହୁ
କଂଟାବାଞ୍ଜି-ଅଜୟ ଦାସ
ବାଲିଗୁଡ଼ା- ଚନ୍ଦ୍ରପ୍ରଧାନ
ଜି.ଉଦୟଗିରି-ସାଲୁଗା ପ୍ରଧାନ
ଫୁଲବାଣୀ-
କଂଟାମାଳ-ମହେନ୍ଦ୍ର ରଣା
କନ୍ଧମାଳ-
ବୌଦ୍ଧ-ପ୍ରଦୀପ କୁମାର ଅମାତ
ଦଶପଲ୍ଲା-ରମେଶ ବେହେରା
ଭଞ୍ଜନଗର- ବିକ୍ରମ କେଶରୀ ଆରୁଖ
ପୋଲସରା-ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର- ଲତିକା ପ୍ରଧାନ
ଖଲ୍ଲିକୋଟ- କେକେସୂର୍ଯ୍ୟମଣୀ ବହିଦାର
ଆସ୍କା-ମଞ୍ଜୁଳା ସ୍ୱାଇଁ
ସୋରଡ଼ା-ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ
ସାନଖେମୁଣ୍ଡି-ନନ୍ଦିନୀ ଦେବୀ
ହିଞ୍ଜିଳ-ନବୀନ ପଟ୍ଟନାୟକ