ଭୁବନେଶ୍ୱର ଏକାମ୍ର ଯୁବ ବିଜେଡ଼ି ୱାର୍ଡ ସଭାପତି ନିଯୁକ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଯୁବ ଜନତା ଦଳ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ସମରେଶ୍ ବେଉରା ଙ୍କ ଦ୍ୱାରା ଏକାମ୍ର ନିର୍ବାଚନ ମଣ୍ଡଳୀ ର ୧୭ ଟି ୱାର୍ଡ ର ୱାର୍ଡ ସଭାପତି ଘୋଷଣା ହୋଇଛି । ସେମାନଙ୍କ ମଧ୍ୟରେ ବିଶ୍ୱଜିତ ସେନାପତି (ୱାର୍ଡ ନ -୨୩), ଜଗନ୍ନାଥ ପାଣିଗ୍ରାହୀ (ୱାର୍ଡ ନ -୨୪), ଗୌତମ ହରିଚନ୍ଦନ (ୱାର୍ଡ ନ -୪୪), ନିଶିକାନ୍ତ ସାମନ୍ତରାୟ (ୱାର୍ଡ ନ -୪୯), ପ୍ରଭାତ ପ୍ରଧାନ(ୱାର୍ଡ ନ -୫୦), ଶାନ୍ତନୁ କୁମାର ମିଶ୍ର (ୱାର୍ଡ ନ -୫୨), ଗୁନା ସିଂ ( ୱାର୍ଡ ନ ୫୩) ,ସୁଧାଂଶୁ ଶେଖର ଗରବଡୁ (ୱାର୍ଡ ନ -୫୪), ପ୍ରଭଞ୍ଜନ ମହାନ୍ତି (ୱାର୍ଡ ନ -୫୫),ସେସା ପ୍ରସାଦ ନାୟକ (ୱାର୍ଡ ନ -୫୬), ଅଜିତ୍ ମହାପାତ୍ର (ୱାର୍ଡ ନ -୫୭), ନରେନ୍ଦ୍ର ମହାନ୍ତି (ୱାର୍ଡ ନ -୫୮), ସନ୍ତୋସ୍ ସେନାପତି (ୱାର୍ଡ ନ -୬୧), ବିଜୟ ସେଠି, (ୱାର୍ଡ ନ ୬୨), ସତ୍ୟ ଶଙ୍କର ମହାପାତ୍ର (ୱାର୍ଡ ନ -୬୪), ନିଲାଞ୍ଚଳ ପାତ୍ର (ୱାର୍ଡ ନ -୬୬) ଏବଂ ପ୍ରଶାନ୍ତ କୁମାର ପ୍ରଧାନ (ୱାର୍ଡ ନ -୬୭), ଙ୍କୁ ୱାର୍ଡ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି l

Leave a comment