ବିଜେଡିରେ ନିଯୁକ୍ତ ହେଲେ ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜେଡି ୧୫ ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ କରିଛି । ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ,
ନୃସିଂହ ସାହୁ-ଆଂଚଳିକ ବିକାଶ ଇନଚାର୍ଜ
ଅଶୋକ ଚନ୍ଦ୍ର ପଣ୍ଡା-ସୋସିଆଲ ୱେଲଫେୟାରର ଇନଚାର୍ଜ
କଳିକେଶ ସିଂହଦେଓ-ସୋସିଆଲ ୱେଲଫେୟାରର ଇନଚାର୍ଜ
ପ୍ରୀତିରଞ୍ଜନ ଘଡ଼େଇ-ସୋସିଆଲ ୱେଲଫେୟାରର ଇନଚାର୍ଜ
ଅରୁଣ କୁମାର ସାହୁ-କଳା,ସଂସ୍କୃତି ଓ ମାନବ ସମ୍ବଳର ଇନଚାର୍ଜ
ରୋହିତ ପୂଜାରୀ-କଳା,ସଂସ୍କୃତି ଓ ମାନବ ସମ୍ବଳର ଇନଚାର୍ଜ
ଅତନୁ ସବ୍ୟସାଚୀ ନାୟକ-‘ମୋ ପରିବାର’ର ଇନଚାର୍ଜ
ରବି ନାରାୟଣ ନନ୍ଦ-ପରିବେଶ ଇନଚାର୍ଜ
ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ-ପରିବେଶ ଇନଚାର୍ଜ
ପ୍ରତାପ ଜେନା-ସଶକ୍ତ ଓଡ଼ିଶା ଇନଚାର୍ଜ
ନବକିଶୋର ଦାସ-ସଶକ୍ତ ଓଡ଼ିଶା ଇନଚାର୍ଜ
ରମେଶ ଚନ୍ଦ୍ର ମାଝୀ-ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଇନଚାର୍ଜ
ସରୋଜିନୀ ହେମ୍ବ୍ରମ-ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଇନଚାର୍ଜ
ଶଶୀଭୂଷଣ ବେହେରା-ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି କଲ୍ୟାଣ ଇନଚାର୍ଜ
ସୁମ୍ରିତ୍ରା ଜେନା-ମହିଳା ସଶକ୍ତିକରଣ ଇନଚାର୍ଜ