ସାରୁଅ ଜମି କେଳେଙ୍କାରୀ ମାମଲା: ବୈଜୟନ୍ତ ପଣ୍ଡା ଓ ଜଗିଙ୍କ ମାମଲାର ହେବ ଶୁଣାଣି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରୁଅ ଜମି କେଳେଙ୍କାରୀ ମାମଲାରେ ବୈଜୟନ୍ତ ପଣ୍ଡା ଓ ଜଗିମଙ୍ଗତ ପଣ୍ଡାଙ୍କ ଶୁଣାଣି କରିବେ ହାଇକୋର୍ଟ । ତାଙ୍କ ବିରୋଧରେ ରୁଜୁ ଏତଲାକୁ ରଦ୍ଦ କରିବାକୁ ଉଭୟ ବୈଜୟନ୍ତ ଓ ଜଗି ଆବେଦନ କରିଛନ୍ତି । ଏନେଇ ପ୍ରାରମ୍ଭିକ ଶୁଣାଣି କରି ଗତ ୫ତାରିଖରେ ହାଇକୋର୍ଟ ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଆଜି ପର୍ଯ୍ୟନ୍ତ ବୈଜୟନ୍ତ ଓ ଜଗିଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

Leave a comment