ମଡ଼ି ବସିଲା ଏସ୍ଟିଏଫ୍,ଜଣେ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଘ ଛାଲ ଚାଲାଣ ବେଳେ ମାଡି ବସିଲା ଏସଟିଏଫ । ମନମୁଣ୍ଡା ଥାନା କପାସିରାରେ ପ୍ଲାଷ୍ଟିକ ବସ୍ତାରେ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଚାଲାଣକାରୀ ଗିରଫ ୨ଟି ବାଘ ଛାଲ ଜବତ । ଗିରଫ ଅଭିଯୁକ୍ତ ହେଲା ଲୁନ୍ଦ୍ରା ଗାଁର ଜୀବର୍ଧନ ଭୋଇ