ଡାକ୍ତରଖାନାରେ ଭର୍ତ୍ତି ହେଲେ ବିଗ ବି

0

ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନ ଆହତ। ଗୋଡ଼ର ଶିରା କଟିଯିବା ପରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି। ଏନେଇ ଖୋଦ୍‌ ବିଗ୍‌ ବି ନିଜର ବ୍ଲଗରେ ସୂଚନା ଦେଇଛନ୍ତି। କେବିସି ସେଟରେ ସୁଟିଂ କରୁଥିବା ବେଳେ ଆହତ ହୋଇଥିଲେ ଅମିତାଭ।

ବ୍ଲଗ୍‌ରେ ଅମିତାଭ ଲେଖିଛନ୍ତି, ବାହାରୁ ବାହାରିଥିବା ଖଣ୍ଡେ ଧାତବ ଟୁକୁଡ଼ା ମୋ ବାମ ଗୋଡ଼ର ଭଣ୍ଡାରେ ବାଜି ଶିର ବାର ପକାଇଥିଲା।

ରକ୍ତସ୍ରାବ ନିୟନ୍ତ୍ରଣ କରି ହେଲାନି। ତେଣୁ, ଡାକ୍ତରଙ୍କୁ ଦେଖାଇ ଅପରେସନ୍‌ ଥିଏଟର୍‌ରେ ‘ଷ୍ଟିଚ୍‌’ (ସିଲାଇ) ପକାଇବାକୁ ପଡ଼ିଲା। ଟିମ୍‌ ଷ୍ଟାଫ୍‌ ଓ ଡାକ୍ତରମାନେ ଠିକଣା ସମୟରେ ସହଯୋଗ କରିଥିଲେ। ଗୋଡ଼ରେ ଚାପ ନ ପକାଇବାକୁ ଅଥବା ନ ଚାଲିବାକୁ (ଟ୍ରେଡ୍‌ମିଲ୍‌ରେ ମଧ୍ୟ)

Leave a comment