୩ ଲୋକସଭା, ୧୧ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ପାଟକୁରାରୁ ଲଢ଼ିବେ ବିଜୟ ମହାପାତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପିର ୩ଟି ଲୋକସଭା ଓ ୧୧ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ।
ବିଜେପି ୩ ଲୋକସଭା ପ୍ରାର୍ଥୀ ହେଲେ :
ଭଦ୍ରକ: ଅଭିମନ୍ୟୁ ସେଠୀ
ଯାଜପୁର: ଅମୀୟ ମଲ୍ଲିକ
ମୟୁରଭଞ୍ଜ: ଇଂ ବିଶ୍ୱେଶ୍ୱର ଟୁଡୁ
ବିଜେପି ୧୧ ବିଧାନସଭା ପ୍ରାର୍ଥୀ ହେଲେ :
ପାଟକୁରା: ବିଜୟ ମହାପାତ୍ର
ଭୁବନେଶ୍ୱର ଉତ୍ତର: ଅପରାଜିତା ମହାନ୍ତି
ଆନ୍ଦପୁର: ଆଲୋକ ସେଠୀ
ରାଇରଙ୍ଗପୁର: ନବ ଚରଣ ମାଝି
ମୋରଡା: କୃଷ୍ଣ ଚନ୍ଦ୍ର ମହାପାତ୍ର
ପୁରୀ: ଜୟନ୍ତ ଷଡଙ୍ଗୀ
ନୀଳଗିରି: ସୁକାନ୍ତ ନାୟକ
ଆଠମଲ୍ଲିକ: ଭାଗିରଥି ପ୍ରଧାନ
ବାଙ୍କୀ: ଶୁଭ୍ରାଂଶୁ ଶେଖର ପାଢ଼ୀ
ଆଠଗଡ଼: ବ୍ରଜେନ୍ଦ୍ର ରାୟ
ମହାକାଳପଡ଼ା: ବିଜୟ ପ୍ରଧାନ
ବିଜୟ ମହାପାତ୍ର ପଟକୁରରୁ ବିଜେପି ପ୍ରାର୍ଥୀ ହେବା ବୋଲି ଦୁଇସପ୍ତାହ ପୂର୍ବରୁ ଓଡ଼ିଶା ଫାଷ୍ଟ ପୂର୍ବାନୁମାନ କରିଥିଲା ।