ବାପାଙ୍କ ହତ୍ୟାକାଣ୍ଡକୁ ନେଇ ଅଜଥା ବୟାନବାଜୀ କରି ରାଜନୀତି କରନ୍ତୁ ନାହିଁ: ନବ ଦାସଙ୍କ ପୁଅ

0

ବାପା ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ଅନୁରୋଧ କରିଛନ୍ତି ପୁଅ ବିଶାଲ ଦାସ । ଟ୍ୱିଟ୍ କରି କହିଛନ୍ତି, କ୍ରାଇମ ବ୍ରାଞ୍ଚ ହତ୍ୟାକାଣ୍ଡକୁ ନେଇ ତଦନ୍ତ କରୁଛି । ଯଦି କାହା ପାଖରେ କିଛି ପ୍ରମାଣ ଅଛି, ତାହାଲେ କୋର୍ଟରେ ନହେଲେ କ୍ରାଇମ ବ୍ରାଞ୍ଚକୁ ଦେଇ ସହଯୋଗ କରନ୍ତୁ । ଅଜଥା ବୟାନବାଜୀ କରି ରାଜନୀତି ନକରିବାକୁ କହିଛନ୍ତି ବିଶାଲ ।ନବ ଦାସଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୬ ମାସ ବିତି ସାରିଲାଣି ।

Leave a comment