ଆଇଏନ୍ଏସ୍ ବିଶାଖାପାଟନମ୍ ଯୁଦ୍ଧ ଜାହାଜରୁ ସଫଳତାର ସହିତ ପରୀକ୍ଷା ହେଲା ଏମଆରଏସଏଏମ

ଆଇଏନ୍ଏସ୍ ବିଶାଖାପାଟନମ୍ ଯୁଦ୍ଧ ଜାହାଜରୁ ସଫଳତାର ସହିତ ପରୀକ୍ଷା ହେଲା ଏମଆରଏସଏଏମ(MRSAM) । ନୌସେନା ଦ୍ବାରା ପରୀକ୍ଷଣ ହୋଇଥିବା MRSAM ହେଲା Medium Range Surface to Air Missile ।ଏହାଦ୍ବାରା ୭୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରାଯାଇପାରିବ।ପରୀକ୍ଷା ସଫଳ ହୋଇଥିବା ନେଇ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।