ଅର୍ଚ୍ଚନା ନାଗ ମାମଲା; ଶ୍ରଦ୍ଧାଞ୍ଜଳୀଙ୍କୁ ଆଗୁଆ ଜାମିନ ଦେବାକୁ ମନା କଲେ ହାଇକୋର୍ଟ

0

ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳୀଙ୍କୁ ଝଟକା । ଶ୍ରଦ୍ଧାଞ୍ଜଳୀ ବେହେରାଙ୍କୁ ଆଗୁଆ ଜାମିନ ଦେବାକୁ ମନା କଲେ ହାଇକୋର୍ଟ । ଚାର୍ଜସିଟ୍‌ରେ ଅଭିଯୁକ୍ତଭାବେ ଦର୍ଶଯାଇଥିବାରୁ ଜାମିନ ଦେବାକୁ ମନା କଲେ ହାଇକୋର୍ଟ।

କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରୁ ମିଳିଛି ସାଙ୍ଘାତିକ ତଥ୍ୟ । ଇଡି ଚାର୍ଜସିଟ୍ ‌ ରୁ ମିଳିଥିବା ସୂଚନା ଅନୁଯାୟୀ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ସମନ ଜାରି କରିଛି ଇଡି । ଆସନ୍ତା ୨୪ ତାରିଖରେ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ସେହିଦିନ ସମସ୍ତ ଅଭିଯୁକ୍ତ ଅର୍ଚ୍ଚନା , ଜଗବନ୍ଧୁ , ଖଗେଶ୍ୱରଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।

 

Leave a comment