ଭାଲୁ ଆକ୍ରମଣ : ଜଣେ ଆହତ
ନବରଙ୍ଗପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନବରଙ୍ଗପୁରରେ ଭାଲୁ ଆକ୍ରମଣରେ ଜଣେ 65 ବର୍ଷୀୟ ବୃଦ୍ଧ ଆହତ ହୋଇଛନ୍ତି। ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୃଦ୍ଧ ଜଣଙ୍କ ନିଜ ଜମିରେ କାମ କରିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିବା ସୂଚନା ।
Related Posts
ଗ୍ରାମବାସୀ ଏହା ଦେଖି ସାଙ୍ଗେସାଙ୍ଗେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ବୃଦ୍ଧ ଜଣଙ୍କର ସ୍ଵାସ୍ଥ୍ୟବସ୍ଥା ଅତ୍ୟଧିକ ସଙ୍କଟାପନ୍ନ ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଗାଁରେ ଭାଲୁ ପାଇଁ ତାଟି କବାଟ ପଡିଯାଇଥିବା ସୁଚନା। ଲୋକମାନେ ଭୟଭୀତ ଅବସ୍ଥାରେ ।