ଭଲ ବର୍ଷା ହେବ, ଯଦି କିଛି ଅସୁବିଧା ହୁଏ ସରକାର ପ୍ରସ୍ତୁତ : କୃଷିମନ୍ତ୍ରୀ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଇଏମଡି ଡିଜିଙ୍କ ରିପୋର୍ଟ ଅନୁଯାୟୀ ଚଳିତବର୍ଷ ଠିକ୍ ବର୍ଷା ହେବ । କାଁ ଭାଁ ସ୍ଥାନରେ କମ୍ ବର୍ଷା ହେବ । ଯଦି କୌଣସି ଅସୁବିଧା ହୁଏ ତାହେଲେ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।
Related Posts
ସେପଟେ ମନ୍ତ୍ରୀ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବାକୁ ପରାମର୍ଶ ଦେବୁ । କ୍ଷତି ହେଲେ ଚାଷୀ କ୍ଷତିପୂରଣ ପାଇବେ ।