ବଲିଉଡର ସିଙ୍ଗର ମହମ୍ମଦ ଅଜିଜ ଙ୍କ ଦେହାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡର ସିଙ୍ଗର ମହମ୍ମଦ ଅଜିଜ ଙ୍କ ଦେହାନ୍ତ । ମୁମ୍ବାଇ ର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୨ ଜୁଲାଇ ୧୯୫୪ ରେ କଲିକତା ଠାରେ ସେ ଜନ୍ମଗ୍ରହଣ କରିଥିଲେ ।

ସୂଚନା ଅନୁଯାୟୀ, ବଲିଉଡର ସିଙ୍ଗର ମହମ୍ମଦ ଅଜିଜ(୬୪) ଆଜି ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ମୁମ୍ବାଇ ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ବଲିଉଡ ବ୍ୟତୀତ ଓଡ଼ିଆ ସିନେମାରେ ମଧ୍ୟ କଣ୍ଠଦାନ କରିଥିଲେ ।

Leave a comment