ଦୂତି ଚାନ୍ଦଙ୍କୁ ଟୋକିଓ ଅଲିମ୍ପିକ୍ସ ଟିକେଟ୍‌, ୱାର୍ଲଡ ରାଙ୍କିଙ୍ଗ ଅନୁସାରେ ଚୟନ ହେଲେ ଦୂତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଲିମ୍ପିକ୍ସ ଟିକେଟ୍‌ । ଟୋକିଓ ଅଲିମ୍ପିକ୍ସ ପାଇଁ ଦୂତି ଚାନ୍ଦଙ୍କୁ ମିଳିଲା ଟିକେଟ୍‌ । ୧୦୦ ଓ ୨୦୦ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କଲେ ଦୂତି ଚାନ୍ଦ । ୱାର୍ଲଡ ରାଙ୍କିଙ୍ଗ ଆଧାରରେ ଚୟନ ହେଲେ ଦୂତି ଚାନ୍ଦ ।

ସୂଚନାଥାଉକି, ଗତ ୨୧ ତାରିଖରେ ଇଣ୍ଡିଆନ ଗ୍ରାଁ ପ୍ରିଁ- ୪ରେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ଦୂତି ଚାନ୍ଦ। ସେ ୧୧.୧୭ ସେକେଣ୍ଡରେ ୧୦୦ ମିଟର ପୂରଣ କରିଥିଲେ।

Leave a comment