ଡିସ୍‌ଚାର୍ଜ ହେଲେ ଅଭିନେତା ଦିଲୀପ କୁମାର

0

ଓଡ଼ିଶାଫାଷ୍ଟ (ବ୍ୟୁରୋ):ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସହଜ ମନେ କରିବାରୁ ବଲିଉଡ୍‌ ଭେଟେରାନ ଦିଲୀପ କୁମାରଙ୍କୁ ଜୁନ୍‌ ୬ରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଆଜି ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି ।

Leave a comment