ନେପାଳ ପ୍ରଧାନମନ୍ତ୍ରୀ ବହିଷ୍କୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ନିଜ ଦଳ ବହିଷ୍କାର କରିଛି। କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିଷ୍କାର ପାଇଁ ନିଷ୍ପତ୍ତି ହୋଇଥିଲା। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିରୁ ଓଲିଙ୍କୁ ବାହାର କରାଯାଇଛି। ଏହାସହ ତାଙ୍କ ସଦସ୍ୟପଦ ମଧ୍ୟ ରଦ୍ଦ କରାଯାଇଥିବା ସୂଚନା ମିଳିଛି।

Leave a comment