ରାଜ୍ୟରେ ୪୨୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୪୨୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 15th September
New Positives Cases: 4270
In quarantine: 2478
Local contacts: 1792(Details of local contacts will be shared by concerned Dist Administration)
District Wise Cases
1. Angul: 147
2. Balasore: 150
3. Bargarh: 183
4. Bhadrak: 55
5. Balangir: 97— I & PR Department, Odisha (@IPR_Odisha) September 16, 2020
22. Mayurbhanj: 131
23. Nawarangpur: 86
24. Nayagarh: 47
25. Nuapada: 119
26. Puri: 287
27. Rayagada: 80
28. Sambalpur: 114
29. Sonepur: 74
30. Sundargarh: 38
31. State Pool: 262New Recovery: 3714
Cumulative Tested: 2567777
Positive: 162920
Recovered: 125738
Active Case: 36473— I & PR Department, Odisha (@IPR_Odisha) September 16, 2020
ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪୭୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୧୭୯୨ ଟି ହେଉଛି ଲୋକାଲ୍ କେସ୍।ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରୁ ୮୭୬ ଜଣ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଟକରୁ ୩୭୪, ଜଗତସିଂହପୁରରୁ ୧୮୮, ବରଗଡ଼ରୁ ୧୮୩, ଯାଜପୁରରୁ ୧୬୨, ବାଲେଶ୍ୱରରୁ ୧୫୦ ଓ ଅନୁଗୁଳ ଜିଲ୍ଲାରୁ ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ରେ ପହଞ୍ଚିଯାଇଥିବା ବେଳେ ୧,୨୫,୭୩୮ ସୁସ୍ଥ ହୋଇସାରିଛନ୍ତି। ୩୬,୪୭୩଼ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬ରେ ପହଞ୍ଚିଯାଇଛି।