ସୁଟିଂ ବେଳେ ଟଳିପଡିଲେ ଅଭିନେତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁଟିଂ ଚାଲିଥିବାବେଳେ ଜଣେ ଅଭିନେତା ପ୍ରାଣ ହରାଇଛନ୍ତି। କେରଳର କୋଚିରେ ଏକ ମାଲାୟାଲମ ଫିଲ୍ମର ସୁଟିଂ ଚାଲିଥିବାବେଳେ ଅଭିନେତା ଜଣକ ତଳେ ପଡିଯାଇଥିଲେ। ଏହାପରେ ତାଙ୍କ ସହକର୍ମୀମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଭିନେତାଙ୍କ ନାମ ପ୍ରବୀଶ ଚକାଲକଲ।

Leave a comment