Breaking News ଜିଆରଏଫ୍ ନିର୍ଦ୍ଦେଶକୁ ଫୁ’: ୨ ବର୍ଷ ହେଲା ଟ୍ରାନ୍ସଫର୍ମର ହସ୍ତାନ୍ତର ଫାଇଲ୍ ଚାପି ବସିଛି… ଓଡିଶା ଫାଷ୍ଟ ବ୍ୟୁରୋ Mar 25, 2026 0 ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍…
ରାଜ୍ୟ ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ-୨୦୨୬’ ଉଦଘାଟିତ, ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିଲେ… ଓଡିଶା ଫାଷ୍ଟ ବ୍ୟୁରୋ Mar 13, 2026 0 ନୂଆଦିଲ୍ଲୀ/ଭୁବନେଶ୍ୱର : ଆମର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ଯୁବକ ଯୁବତୀମାନେ , ଦେଶରେ ନିଜର…
ଯୁଦ୍ଧ ପ୍ରଭାବ : ଅଣ୍ଡା ଗୋଟା ୪ ଟଙ୍କା ୫୦ ପଇସା Mar 13, 2026 ଭୁବନେଶ୍ଵର, : ଆମେରିକା- ଇସ୍ରାଏଲ ଇରାନ ଯୁଦ୍ଧ ଯୋଗୁଁ ଅନେକ ରେଟ୍ ହୁ ହୁ ହୋଇ ବଢିବାରେ ଲାଗିଛି। କିନ୍ତୁ କିଛି ସାମଗ୍ରୀ ଯୁଦ୍ଧ ପାଇଁ…
ଆପାତ୍ତକାଳୀନ ପରିସ୍ଥିତି ପାଇଁ ଅଗ୍ରାଧିକାର ଭିତ୍ତିରେ ମିଳିବ ଗ୍ୟାସ Mar 13, 2026 ଭୁବନେଶ୍ୱର,୧୩/୩ :ଦେଶରେ ରନ୍ଧନ ଗ୍ୟାସ୍ (ଏଲପିଜି)ର ଉପଲବ୍ଧତା ଓ ସୁରୁଖୁରୁରେ ବିତରଣ ନିମନ୍ତେ ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ…
ସଫଳତା ପାଇଁ ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କର: ଛାତ୍ରଛାତ୍ରୀଙ୍କୁ ସନ୍ଥ ଗୌର… Mar 13, 2026 ଭୁବନେଶ୍ଵର, : ସଫଳତା ହାସଲ କରିବା କ୍ଷେତ୍ରରେ ଦକ୍ଷତା ଓ କାର୍ଯ୍ୟ କୁଶଳତା ହିଁ ମାପଦଣ୍ଡ ବୋଲି ଅନେକଙ୍କର ଚିନ୍ତାଧାରା ରହିଥିବା ବେଳେ…
ରାଜନୀତି ମନମୋହନ, ସୁଜିତ ହେଉଛନ୍ତି ଯୋଗ୍ୟ ଏବଂ ଅଭିଜ୍ଞ ନେତା : ମୁଖ୍ୟମନ୍ତ୍ରୀ ଓଡିଶା ଫାଷ୍ଟ ବ୍ୟୁରୋ Mar 3, 2026 0 ଭୁବନେଶ୍ଵର, : ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନର ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ…
ବଜେଟ୍ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବ : ଧର୍ମେନ୍ଦ୍ର ପ୍ରଧାନ Feb 8, 2026 ଭୁବନେଶ୍ୱର, ଫେବୃୟାରୀ ୦୭: ଭୁବନେଶ୍ୱର ଠାରେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର…
ବେନିୟମ ଟିକସ ଓ ମାଗଣା ଯୋଗାଣକୁ ନେଇ କଂଗ୍ରେସର ବିରାଟ ବିକ୍ଷୋଭ ପ୍ରଦର୍ଶନ Dec 29, 2025 ଭୁବନେଶ୍ୱର : ଟାଟା କମ୍ପାନୀର ଉପଭୋକ୍ତାଙ୍କୁ ବେନିୟମ ସୁରକ୍ଷା ରାଶି ଜମା କରିବା ତଥା ଘରୋଇ ଓ କୃଷିକ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ…
ଜାତୀୟ ରାଜନୀତି ଖେଳ-ଓଡ଼ିଶା ପାଇଁ କାଳ Dec 19, 2025 ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ): ଓଡ଼ିଶା ରାଜନୀତି ୨୦୨୬ ରେ ଘଟଣାବହୁଳ ହେବାକୁ ଯାଉଅଛି । ୨୦୨୫ ରେ ଘଟିଥିବା ଘଟଣା ଏହା ସ୍ପଷ୍ଟ ସୂଚନା ଦେଉଛି…
ଅପରାଧ ନାବାଳିକା ଗଣବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ ପାଖରେ ପୋଲିସ ଅପହଞ୍ଚ ଓଡିଶା ଫାଷ୍ଟ ବ୍ୟୁରୋ Dec 17, 2025 0 ଭୁବନେଶ୍ୱର, : ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ ପଠାରେ ଗତ ୧୦ ତାରିଖ ସନ୍ଧ୍ୟାରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଗଣଦୁର୍ଷ୍କମ…
ରାଜଧାନୀରୁ ୧୦ ମାଉଜର ଜବତ Dec 6, 2025 ଭୁବନେଶ୍ଵର, ୬/୧୨ : ରାଜଧାନୀରୁ ୧୦ ମାଉଜର ଜବତ। ବିହାରରୁ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ବେଳେ ଗୋଡାଇ ଗୋଡାଇ ଧରିଲା ସ୍ପେଶାଲ୍…
SI ପରୀକ୍ଷା କେଳେଙ୍କାରୀ; ମୁଖ୍ୟ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଉତ୍ତରାଖଣ୍ଡରୁ… Nov 1, 2025 କ୍ରାଇମବ୍ରାଞ୍ଚ ଭାରତ-ନେପାଳ ସୀମାନ୍ତରେ ଥିବା ଉତ୍ତରାଖଣ୍ଡରୁ SI ନିଯୁକ୍ତି ଦୁର୍ନୀତିର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଗିରଫ…
ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ Oct 14, 2025 ଭୁବନେଶ୍ୱର : ଅଶାନ୍ତ ହୋଇପଡିଛି ରାଜଧାନୀ। କଥାକଥାକେ ଏଠାରେ ଗୁଳି ଫୁଟୁଥିବା ବେଳେ ଲୁଟେରାଙ୍କ ୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବ?ିବାରେ…
ମହାନଗର ବିଜେବି କଲେଜ ଛାତ୍ରୀ ତମନ୍ନା ଭୋଇଙ୍କୁ ଖଣ୍ଡପଡ଼ା ଟ୍ରଫି ସମ୍ମାନ ପ୍ରଦାନ ଓଡିଶା ଫାଷ୍ଟ ବ୍ୟୁରୋ Feb 7, 2026 0 ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେବି ଅଟୋନୋମସ କଲେଜର ରାଜନୀତି ବିଜ୍ଞାନ ଛାତ୍ରୀ ସୁଶ୍ରୀ ତମନ୍ନା ଭୋଇଙ୍କୁ ଖଣ୍ଡପଡ଼ା ଟ୍ରଫି…
*ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ” ବିଜେବି… Nov 10, 2025 ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେବି ଫ୍ରେଣ୍ଡସ ହେଉଚି ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ। ୧୯୯୨ ମସିହାରେ ବିଜେବି…
କିଟରେ ପାରମ୍ପରିକ ଉତ୍ସାହ ସହ ଛଟ ପୂଜା ପାଳିତ Oct 27, 2025 ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଟ୍ ବିଶ୍ୱବିଦ୍ୟାଳୟରେ ଭକ୍ତି ଓ ପାରମ୍ପରିକ ଉତ୍ସାହ ସହିତ ସୋମବାର ଉତ୍ତର ଭାରତର ଗଣପର୍ବ…
କିସ୍ ଛାତ୍ରୀ ଜାମିନୀ ଚୁକଟିଆ ଭୁଞ୍ଜିଆ ଜନଜାତିର ପ୍ରଥମ ରିସର୍ଚ୍ଚ ସ୍କଲାର୍ Sep 26, 2025 ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିସ୍ ଏକ ବିଶ୍ୱବିଦ୍ୟାଳୟ ହୋଇପାରିଥିବାରୁ ଜନଜାତି ତଥା ଦୁର୍ବଳ ଜନଜାତି ବର୍ଗର ବହୁ ଜନଜାତି…