କରୋନା ମୁକାବିଲା, ୨୨ବରିଷ୍ଠ ଆଇଏଏସଙ୍କୁ ମିଳିଲା ଗୁରୁଦାୟିତ୍ୱ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବଡ଼ ଟିମ ଗଠନ କରିଛନ୍ତି। ବରିଷ୍ଠ ଆଇଏଏସ ଙ୍କୁ ଦିଆଯାଇଛି ଗୁରୁଦାୟିତ୍ୱ ।
୧) ରାଜସ୍ବ ବିଭାଗର ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
୨) ନିକୁଞ୍ଜ ଧଳଙ୍କୁ ପ୍ରମୁଖ ସଚିବ ଭାବେ ଦାୟିତ୍ବ ଦିଆଯାଇଛି।
୩) ସୌରଭ ଗରଗ, ସୁରେଶ ମହାପାତ୍ରଙ୍କୁ କୋଭିଡ ହସ୍ପିଟାଲ ଦାୟିତ୍ୱ
୪) ପ୍ରଦୀପ୍ତ ମହାପାତ୍ରଙ୍କୁ ସାମାଜିକ ଦୂରତା କାର୍ଯ୍ୟକାରିତା ଦାୟିତ୍ୱ
୫) ସଂଜୀବ ଚୋପ୍ରାଙ୍କୁ ଅନ୍ୟ ରାଜ୍ୟରୁ ଓଡ଼ିଆଙ୍କୁ ଫେରାଇବା ଦାୟିତ୍ୱ
୬) ଅନୁ ଗର୍ଗଙ୍କୁ ଆଇଇସି , କୋଭିଡ 19 ତାଲିମ ଦାୟିତ୍ୱ
୭) କ୍ରିଷ୍ଣ କୁମାରଙ୍କୁ ଓଡ଼ିଆଙ୍କ ପଞ୍ଜିକରଣ ଦାୟିତ୍ୱ
୮) ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ୱ
୯) ହେମନ୍ତ ଶର୍ମାଙ୍କୁ ଅତ୍ୟାବଶ୍ୟକ ଔଷଧ ଯୋଗାଣ ଓ ସଂଗ୍ରହ ଦାୟିତ୍ୱ
୧୦) ବିଶାଳ ଦେବଙ୍କୁ ଓଏସଡି, ମୁଖ୍ୟ ଶାସନ ସଚିବ ଦାୟିତ୍ୱ
୧୧) ସଚିନ ଆର ଯାଦବଙ୍କୁ ଓଏସଡି, ମୁଖ୍ୟ ଶାସନ ସଚିବ ଦାୟିତ୍ୱ
୧୨) ଭିନିଲ କ୍ରିଷ୍ଣାଙ୍କୁ ଓଏସଡି, ମୁଖ୍ୟ ଉପଦେଷ୍ଟା, ସିଏମଓ ଦାୟିତ୍ୱ
ସେହିପରି
ଶ୍ରୀମତୀ ଅନୁ ଗର୍ଗ, ଏନ.ତିରୁମାଳା ନାୟକ– ଭୁବନେଶ୍ୱର ସହର
ମଧୁସୂଦନ ପାଢ଼ୀ, ରତ୍ନାକର ରାଉତ– ବାଲେଶ୍ୱର, ଭଦ୍ରକ
ସୌରଭ ଗର୍ଗ, ସୁଶାନ୍ତ ମହାପାତ୍ର– କଟକ ସହର, କଟକ ଗ୍ରାମାଞ୍ଚଳ
ସୁରେନ୍ଦ୍ର କୁମାର, ଶ୍ରୀକାନ୍ତ ପୃଷ୍ଟି– ମୟୁରଭଞ୍ଜ, କେନ୍ଦୁଝର
ଜି.ମାଥିଭାଥନନ୍, ଡ. କ୍ରିଷ୍ଣ କୁମାର– ଗଞ୍ଜାମ, ଗଜପତି
ହେମନ୍ତ ଶର୍ମା, ସୁରେଶ ଚନ୍ଦ୍ର ଦଳାଇ– ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା
ବି
ଷ୍ଣୁପଦ ସେଠୀ, ଗୋପବନ୍ଧୁ ଶତପଥୀ– ଅନୁଗୁଳ, ଦେବଗଡ଼, ଢ଼େଙ୍କାନାଳ
ସୁଶୀଲ କୁମାର ଲୋହାନୀ, ବେଣୁଧର ବେହେରା– ବଲାଙ୍ଗୀର, ବରଗଡ଼, ନୂଆପଡ଼ା
ଶାଶ୍ୱତ ମିଶ୍ର, ବିଷ୍ଣୁପ୍ରସାଦ ମିଶ୍ର– କଳାହାଣ୍ଡି, କନ୍ଧମାଳ, ବୌଦ୍ଧ
ଭି.ଭି.ଯାଦବ, ରସିଦ୍ ଖାଁ– କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର
ଅନୀଲ କୁମାର ସାମଲ– ନୟାଗଡ଼, ପୁରୀ, କଟକ ଗ୍ରାମାଞ୍ଚଳ, ଖୋର୍ଦ୍ଧା ଗ୍ରାମାଞ୍ଚଳ
ନିରଞ୍ଜନ ସାହୁ– ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଦାୟିତ୍ୱ ଦିଆଯାଇଛି
ଏଥିସହ ୧୦ ବରିଷ୍ଠ ଅଧିକାରୀଙ୍କୁ ଅନ୍ୟ ରାଜ୍ୟ ଦାୟିତ୍ୱ ଦିଆଯାଇଛି ।
ୱାଇ. ବିଜୟ– ତେଲେଙ୍ଗାନା
ବି.ପରମେଶ୍ୱରନ– ଆନ୍ଧ୍ରପ୍ରଦେଶ
ଭାସ୍କରଜ୍ୟୋତି ଶର୍ମା– ପଶ୍ଚିମବଙ୍ଗ
ନୀତିନ୍ ଜୱାଲେ– ଗୁଜୁରାଟ
ରାଜେଶ ପି. ପାଟିଲ୍– ମହାରାଷ୍ଟ୍ର
ଚିତ୍ରା ଅରୁମୁଗମ୍– ତାମିଲନାଡୁ
ମହମ୍ମଦ ସାଦିକ୍ ଆଲମ୍– ବିହାର ଏବଂ ଝାଡଖଣ୍ଡ
ଏମ.ମୁଥୁକୁମାର– କେରଳ
ସଞ୍ଜୀବ ମିଶ୍ର– ନୂଆଦିଲ୍ଲୀ ଏନସିଆର
ଅମିତାଭ ଠାକୁର(ଆଇପିଏଏସ୍)- ଅବଶିଷ୍ଟ ରାଜ୍ୟ