ଆଉ ୬ ପଜେଟିଭଙ୍କ ସହ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳେ ୭ଟି ପଜେଟିବ ଚିହ୍ନଟ ହେବାପରେ ଅପରାହ୍ନରେ ପୁଣି ୬ଟି କରୋନା ପଜେଟିଭ ଚିହ୍ନଟ ହୋଇଥବା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରକାଶ କରିଛି । ଏହାକୁ ମିଶାଇ କରୋନା ପଜେଟିଭଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ଏହି ଆକ୍ରାନ୍ତଙ୍କ ସମ୍ବନ୍ଧରେ କୌଣସି ତଥ୍ୟ ପ୍ରକାଶ କରାଯାଇଛି ନାହିଁ ।

Leave a comment