ନିର୍ଭୟା ଦି ଏଣ୍ଡ : ୨୨ରେ ଦୁଷ୍କର୍ମକାରୀଙ୍କୁ ଫାଶୀ

0

ଓଡିଶା ଫାଷ୍ଟ(  ବ୍ୟୁରୋ) :  ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ନିର୍ଭୟା କାଣ୍ଡର ଦୋଷୀଙ୍କୁ ଆସନ୍ତା  ୨୨ରେ ଫାଶୀ ଦିଆଯିବ। ସକାଳ ୭ଟା ବେଳେ ଫାଶୀ କାର୍ଯ୍ୟକାରୀ ହେବ। ଦିଲ୍ଲୀର ଏକ କୋର୍ଟ ଏହି ଡେଥ୍‌ ୱାରେଣ୍ଟ ରାୟ ଦେଇଛନ୍ତି। ୨୦୧୨ ମସିହାରେ ସଂଘଟିତ ଏହି ଜଘନ୍ୟ କାଣ୍ଡରେ ଫାଶୀ ଦିଆଯିବାକୁ ଥିବା ୪ ଜଣ ବ୍ୟକ୍ତି ହେଉଛନ୍ତି ଅକ୍ଷୟ ସିଂହ ଠାକୁର, ମୁକେଶ, ପୱନ ଗୁପ୍ତା ଏବଂ ବିନୟ ଶର୍ମା। ସେମାନେ ଦିଲ୍ଲୀରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ନାନା ପ୍ରକାର ଅତ୍ୟାଚାର କରି ହତ୍ୟା କରିଥିଲେ।

Leave a comment