୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୬୪ ଜଣ ପୋଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ମେଡାଲ । 5T ଅଧିନରେ ଉତ୍କୃଷ୍ଟ ତଦନ୍ତ ପାଇଁ ମିଳିବ ଏହି ମେଡାଲ । ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନାମ ପ୍ରକାଶ କରାଯାଇଛି । ଏଥିରେ STF, EOW ଓ ବିଭିନ୍ନ ଜିଲ୍ଲା ପୋଲିସ ଅଫିସରଙ୍କ ନାଁ ସାମିଲ ରହିଛି ।
ASI, SI, ଇନ୍ସପେକ୍ଟର, DSP ଓ ଅତିରିକ୍ତ SP ର୍ୟାଙ୍କର ଅଧିକାରୀ ମଧ୍ୟ ଅଛନ୍ତି । ୨୦୨୦ ଫେବ୍ରୁଆରୀ ୪ ରିଜୋଲ୍ୟୁସନ୍ ଅନୁଯାୟୀ ଦିଆଯିବ ମେଡାଲ । ରାଜ୍ୟରେ ପ୍ରଥମ ଥର ପାଇଁ ଏହି ମେଡାଲ ଦିଆଯିବ