ଶୁକ୍ରବାର ରାତିଅଧିଆ ୫୪ ବିଧାନସଭା ଓ ୨ ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିଅଧରେ ପ୍ରକାଶ ପାଇଛି । ଏଥିରେ ୫୪ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । 

ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଥିବା ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା:

୨ ଲୋକସଭା ପ୍ରାର୍ଥୀ:

ବଲାଙ୍ଗୀର: ସମରେନ୍ଦ୍ର ମିଶ୍ର

କୋରାପୁଟ: ସପ୍ତଗିରି ଉଲ୍କା 

୫୪ ବିଧାନସଭା ପ୍ରାର୍ଥୀ:

ଦିଗପହଣ୍ଡିର: ପ୍ରଫୁଲ୍ଲ ପଣ୍ଡା

ବିଜେପୁର: ରିପୁନାଥ ସେଠ

ଭଟଲି: ସରୋଜ ମହାପାତ୍ର

ଝାରସୁଗୁଡା: ମହେନ୍ଦ୍ର ନାଏକ

ତଳସରା: ପ୍ରଫୁଲ୍ଲ ମାଝି

ସୁନ୍ଦରଗଡ଼: ଅମିତା ବିଶ୍ୱାଳ

ରଘୁନାଥପାଲ୍ଲୀ: ପ୍ରଶାନ୍ତ ସେଠୀ

ରାଉରକେଲା: ମୁକ୍ତିକାନ୍ତ ବିଶ୍ୱାଳ

କୁଚିଣ୍ଡା: ଶୋଭାରାମ ପ୍ରଧାନ

ରେଙ୍ଗାଲି: ବାଳକୃଷ୍ଣ ରୋହିଦାସ

ସମ୍ବଲପୁର: ଅଶ୍ୱିନୀ କୁମାର ଗୁରୁ

ରେଢାଖୋଲ:  ଆସଫ ଅଲ୍ଲୀ ଖାଁ

ଦେଓଗଡ଼: ଉମାଶଙ୍କର ସାହୁ

ଆନନ୍ଦପୁର: ଜୟଦେବ ଜେନା
 
କେନ୍ଦୁଝର: ବିଦ୍ୟାଧର ଦେହୁରୀ

ଚମ୍ପୁଆ:  ଯଦୁମଣି ବାରିକ

କରଞ୍ଜିଆ ସୁଦାମ ଚରଣ ନାଏକ

ଜଳେଶ୍ୱର: ସୁଦର୍ଶନ ଦାସ

ନୀଳଗିରି: ମନୋଜ ମଞ୍ଜରୀ ଦେବୀ

କୋରେଇ: ବନ୍ଦିତା ପରିଡା

ଢେଙ୍କାନାଳ: ନବୀନ ନନ୍ଦ

ପାଲଲହଡା: ସୁବ୍ରତ ଗଡ଼ନାୟକ

ତାଳଚେର: ସୁରେଶ ଚନ୍ଦ୍ର ବେହେରା

ଅନୁଗୋଳ: ବିପ୍ଳବ ଜେନା

ଛେଣ୍ଡିପଦା: ସସ୍ମିତା ବେହେରା

ଆଠମଲ୍ଲିକ: ବିଜୟାନନ୍ଦ ଚୋଲିଆ

ସୋନପୁର: ଚିତ୍ତରଞ୍ଜନ ମିଶ୍ର

ଲୋଇସିଂହା: ନବ କିଶୋର ନାଏକ

ଟିଟିଲାଗଡ଼: ସୁରେନ୍ଦ୍ର ସିଂ ଭୋଇ

କଣ୍ଟାବାଞ୍ଜି: ସନ୍ତୋଷ ସିଂ ସାଲୁଜା
 
ଉମରକୋଟ: ଯଶୋଦା ରାଣୀ ଗଣ୍ଡ

ଜୁନାଗଡ଼: ଅନୀଲ ସିଂହ ଦେଓ

ଭବାନୀପାଟଣା: ସାଗର ଚରଣ ଦାସ

ନର୍ଲା: ଚିତ୍ତରଞ୍ଜନ ମଣ୍ଡଳ

ବାଙ୍କି: ଡ. ଦେବାଶିଷ ପଟ୍ଟନାୟକ

ଆଠଗଡ଼: ଉମାବଲ୍ଲଭ ରଥ

କଟକ-ବାରବାଟୀ; ମହମ୍ମଦ ମୋକିମ

କଟକ ସଦର: ରତ୍ନାକର ବେହେରା

କେନ୍ଦ୍ରାପଡ଼ା: ଗଣେଶ୍ୱର ବେହେରା 

ଆଳି: ଦେବେନ୍ଦ୍ର ଶର୍ମା

ରାଜନଗର: ଅଂଶୁମାନ ମହାନ୍ତି
 
ଜଗତସିଂହପୁର: ଚିରଞ୍ଜୀବ ବିଶ୍ୱାଳ

କାକଟପୁର: ବିଶ୍ୱଭୂଷଣ ଦାଶ

ବ୍ରହ୍ମଗିରି: ଉମାକାନ୍ତ ବରାଳ
 
ସତ୍ୟବାଦୀ: ପ୍ରସାଦ ହରିଚନ୍ଦନ

ଏକାମ୍ର ଭୁବନେଶ୍ୱର: ରଶ୍ମୀରେଖା ମହାପାତ୍ର

ଜଟଣୀ: ସୁରେଶ କୁମାର ରାଉତରାୟ

ରଣପୁର: ଶୁଭଶ୍ରୀ ପଣ୍ଡା

ଖଲ୍ଲିକୋଟ: ଭୋକାଲି ସେଠୀ

ସୋରଡ଼ା: ସଂଗ୍ରାମ ମହାନ୍ତି

ପାରଳାଖେମୁଣ୍ଡି: କେ. ସୂର୍ଯ୍ୟା ରାଓ

ରାୟଗଡ଼ା: ଆପାଲସ୍ବାମୀ କାଡ୍ରାକା

ଲକ୍ଷ୍ମୀପୁର: କୈଳାସ କୁଲେସିକା

କୋଟପାଡ଼: ଚନ୍ଦ୍ରଶେଖର ମାଝୀ

Leave a comment