କିଏ କେଉଁଠୁ ହେଲେ ଓଡ଼ିଶା ବଜେପିର ୧୦୦ ବିଧାନସଭା ପ୍ରାର୍ଥୀ, ପଢନ୍ତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା କିଛି ଘଣ୍ଟା ପରେ ରାଜ୍ୟର ୧୦୦ଟି ଆସନ ପାଇଁ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କେନ୍ଦ୍ର ବିଜେପି । ଏହି ତାଲିକାରେ ରାଜ୍ୟ ବିଜେପି ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନଥିବା ସୂଚନା ମିଳିଛି । ତେଣୁ ଏହି ତାଲିକାର କିଛି ନାମ ପରିବର୍ତ୍ତନ ହେବା ସମ୍ଭାବନା ଥିବା ଜଣାପଡିଛି ।
ପ୍ରକାଶିତ ତାଲିକା ଅନୁଯାୟୀ ପ୍ରାର୍ଥୀଙ୍କ ସ୍ଥାନ ଓ ନାମ :